୨୦୨୪ ନିର୍ବାଚନ ପରଠୁ ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି- ଭୂପିନ୍ଦର ସିଂ
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- ୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦ ରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି ବୋଲି କହିଛନ୍ତି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର । ଏହାକୁ ଭାବିବା ଉଚିତ
୨୦୨୪ ନିର୍ବାଚନ ପରଠୁ ସଂସଦରେ     ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି- ଭୂପିନ୍ଦର ସିଂ


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)- ୨୦୨୪ ନିର୍ବାଚନ

ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦ ରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି ବୋଲି କହିଛନ୍ତି କହିଛନ୍ତି

ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ଏହାକୁ

ଦଳର ନେତା ଗମ୍ଭୀରତାର ସହ ନେବା ଦରକାର । ଏହାକୁ ଭାବିବା ଉଚିତ ନୁହେଁ ଯେ ଭୁପିନ୍ଦର କାହିଁକି

କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥା କୁ ଖାମ ଖିଆଲ ଭାବେ ନେବା ତାହାଲେ

ଦଳ ପାଇଁ କ୍ଷତି ହେବ। ଆମ ଷ୍ଟାଣ୍ଡ କ୍ଲିଅର

ହେବା ଦରକାର ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande