ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ ନୁହେଁ- ଭୂପିନ୍ଦର
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.) - ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା । ଆପଣ ଯେଉଁ ସିମ୍ବଲ ରେ ଛିଡ଼ା ହେବ
ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ     ଦଳ ନୁହେଁ- ଭୂପିନ୍ଦର


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)

- ମୋ ପାଇଁ ଲୋକ

ହିଁ ଶ୍ରେଷ୍ଠ ଦଳ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ମୋର

ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା । ଆପଣ

ଯେଉଁ ସିମ୍ବଲ ରେ ଛିଡ଼ା ହେବେ ଆମେ ଆପଣଙ୍କ ସହ ରହିବୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande