ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିବାରୁ ଜୀବିତ ଝିଅର ଶୁଦ୍ଧକ୍ରିୟା କଲେ ପରିବାର
ଗଂଜାମ, 3 ସେପ୍ଟେମ୍ବର (ହି.ସ.) କବିସୂର୍ଯ୍ୟନଗର ଥାନା ବଳିଆପଲ୍ଲୀରେ ଅଭାବନୀୟ ଘଟଣା । ନିରଂଜନ ଗୌଡଙ୍କ ଝିଅ ଜଣେ ଅନ୍ୟ ଜାତିର ପୁଅକୁ ପ୍ରେମବିବାହ କରି ଘର ଛାଡି ଚାଲିଯାଇଛନ୍ତି । ଏହାପରେେ ଝିଅ ବଂଚି ଥାଉଥାଉ ପିତାମାତା ଓ ପରିବାର ଲୋକେ ଶୁଦ୍ଧିକ୍ରିୟା ସମାପନ କରିଛନ୍ତି। ---------------
ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିବାରୁ ଜୀବିତ ଝିଅର ଶୁଦ୍ଧକ୍ରିୟା କଲେ ପରିବାର


ଗଂଜାମ, 3 ସେପ୍ଟେମ୍ବର (ହି.ସ.)

କବିସୂର୍ଯ୍ୟନଗର ଥାନା ବଳିଆପଲ୍ଲୀରେ ଅଭାବନୀୟ ଘଟଣା । ନିରଂଜନ ଗୌଡଙ୍କ ଝିଅ ଜଣେ ଅନ୍ୟ ଜାତିର ପୁଅକୁ ପ୍ରେମବିବାହ କରି ଘର ଛାଡି ଚାଲିଯାଇଛନ୍ତି । ଏହାପରେେ ଝିଅ ବଂଚି ଥାଉଥାଉ ପିତାମାତା ଓ ପରିବାର ଲୋକେ ଶୁଦ୍ଧିକ୍ରିୟା ସମାପନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande