ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରାତ୍ରୀର ନବମ ଦିବସରେ ମା' ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି,
ସିଦ୍ଧଗନ୍ଧର୍ବଯକ୍ଷାଦ୍ୟୈରସୁରୈରମରୈରପି।
ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ॥
ନବରାତ୍ରୀର ନବମ ଦିବସରେ ମା' ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ପ୍ରଣାମ। ଦେବୀ ସିଦ୍ଧିଦାତ୍ରୀ ସମସ୍ତଙ୍କୁ ଅନନ୍ୟ ମମତା, କୃପା ଓ ଦୟାରେ ଭରିଦେଇ; ଜ୍ଞାନ, ସିଦ୍ଧି ଓ ଆଧ୍ୟାତ୍ମିକ ସାଧନାରେ ସହାୟକ ହୁଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ