ୱାଶିଂଟନ, 6 ସେପ୍ଟେମ୍ବର (ହି.ସ.)- ଭେନେଜୁଏଲା
ଦକ୍ଷିଣ ଆମେରିକା ନିକଟ ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟଥର ପାଇଁ
ଅମେରିକୀୟ ବିଧ୍ୱଂସକ ଯୁଦ୍ଧଜାହାଜ ୟୁଏସଏସ ଜେସନ ଡନହମସାମ୍ନାରେ ସେନା ବିମାନ ଉଡାଇଛି। ଶୁକ୍ରବାର ରାତିରେ ପ୍ରତିରକ୍ଷା
ବିଭାଗର କିଛି ଅଧିକାରୀ ଏହି ଘଟଣାର ସତ୍ୟତା ନିଶ୍ଚିତ କରିଛନ୍ତି। ସେମାନେ ଏହି ପଦକ୍ଷେପକୁ କୁକୁଡା
ଖେଳବୋଲି ଉଲ୍ଲେଖ
କରିଛନ୍ତି।
ସିବିଏସ ନ୍ୟଜର ଖବର ଅନୁଯାୟୀ, ପ୍ରତିରକ୍ଷା
ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ଏଫ-16 ଯୁଦ୍ଧ ବିମାନ ଥିଲା ଯାହା ଗୁରୁବାର ରାତିରେ ୟୁଏସଏସ ଜେସନ ଡନହମଉପରେ ଉଡ଼ିଥିଲା। ଏହି ବିମାନ ଅସ୍ତ୍ରଶସ୍ତ୍ର ଯୁକ୍ତ
ନି ନାହିଁ ତାହା ସ୍ପଷ୍ଟ ହୋଇନି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା