ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ଆମ ଗୁରୁକୁଳ ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, ୭ ସେପ୍ଟେମ୍ବର (ହି.ସ.)- ଆଜି ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ଆମ ଗୁରୁକୁଳ , ପଳାଶ ପଙ୍ଗାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥଲେ ଡ ବିମ୍ବାଧର ବେହେରା ଯୋଗଦେଇଥିଲେ। ଏଥିରେ ସଭାପତିତ୍ବ କରଥିଲେ ଗୋଣ୍ଡ ସମାଜର ସଭାପତି ଜନାର୍ଦ୍ଦନ ନାୟକ, ମୁଖ୍ଯ
ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ଆମ ଗୁରୁକୁଳ ବାର୍ଷିକ ଉତ୍ସବ ଅନୁଷ୍ଠିତ


କେନ୍ଦୁଝର, ୭ ସେପ୍ଟେମ୍ବର (ହି.ସ.)- ଆଜି ଅବସରପ୍ରାପ୍ତ ଶିକ୍ଷକ ସଂଗଠନ ଆମ ଗୁରୁକୁଳ , ପଳାଶ ପଙ୍ଗାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥଲେ ଡ ବିମ୍ବାଧର ବେହେରା ଯୋଗଦେଇଥିଲେ। ଏଥିରେ ସଭାପତିତ୍ବ କରଥିଲେ ଗୋଣ୍ଡ ସମାଜର ସଭାପତି ଜନାର୍ଦ୍ଦନ ନାୟକ, ମୁଖ୍ଯ ବକ୍ତା ପ୍ରଫେସର ସୁଧା ଦାଶ, ନାରୀ ଲେଖିକା ସଂସଦ ସଭାପତି ମମତା ଦାସ, ପାଲାକାର ଉତ୍ତମ କୁମାର ସେଠୀ, ମନ ମୋହନ ସିଂହ ପ୍ରମୁଖ ଯୋଗଦେଇଥିବା ବେଳେ ସଂଯୋଜନା କରିଥିଲେ ବେଣୁଧର ସାହୁ । ଉକ୍ତ କାର୍ଯ୍ୟକ୍ରମରେ ଆମ ଗୁରୁକୁଳର ପତ୍ରିକା ଉନ୍ମୋଚନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande