ଧର୍ମାନନ୍ଦ ମହିଳା ସମିତି ପରିସରରେ ବୃକ୍ଷ ରୋପଣ
ଗଞାମ, ୭ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲା ପିତଳ ଧର୍ମାନନ୍ଦ ମହିଳା ସମିତି ପରିସରରେ‌‌ ଜନସେବୀ‌ ଡାକ୍ତର‌ ଧର୍ମାନନ୍ଦ ମହାନ୍ତିଙ୍କ ୫୦ତମ‌ ଶ୍ରାଦ୍ଧ ଦିବସ ପାଳନ ଅବସରରେ ସମିତି କର୍ମକର୍ତ୍ତା‌ମାନେ ଵେଲ, ଅଁଳା ‌ପ୍ରଭୃତି ଔଷଧୀୟ ‌ବୃକ୍ଷ‌ରୋପଣ କରିଛନ୍ତି ।
ଧର୍ମାନନ୍ଦ ମହିଳା ସମିତି ପରିସରରେ


ଧର୍ମାନନ୍ଦ ମହିଳା ସମିତି ପରିସରରେ ବୃକ୍ଷ ରୋପଣ


ଗଞାମ, ୭ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲା ପିତଳ ଧର୍ମାନନ୍ଦ ମହିଳା ସମିତି ପରିସରରେ‌‌ ଜନସେବୀ‌ ଡାକ୍ତର‌ ଧର୍ମାନନ୍ଦ ମହାନ୍ତିଙ୍କ ୫୦ତମ‌ ଶ୍ରାଦ୍ଧ ଦିବସ ପାଳନ ଅବସରରେ ସମିତି କର୍ମକର୍ତ୍ତା‌ମାନେ ଵେଲ, ଅଁଳା ‌ପ୍ରଭୃତି ଔଷଧୀୟ ‌ବୃକ୍ଷ‌ରୋପଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande