୭୮ ତମ ପୋଲିସ କବାଡି ଓ ୧୦ ତମ ହାଣ୍ଡବାଲ ଚମ୍ପିୟାନସିପ ଉଦଘାଟିତ
କେନ୍ଦୁଝର, ୭ ସେପ୍ଟେମ୍ବର (ହି.ସ.) - ଆଜି ସ୍ଥାନୀୟ ହାଣ୍ଡବଲ ଗ୍ରାଉଣ୍ଡରେ ୭୮ ତମ ରାଜ୍ୟ ପୋଲିସ କବାଡି (ପୁରୁଷ) ଏବଂ ୧୦ ତମ ପୋଲିସ ହାଣ୍ଡବଲ୍ ଚମ୍ପିୟାନସିପ ୨୦୨୫-୨୭ ଉଦଘାଟିତ ହୋଇଯାଇଛି। ଏହି ଚାମ୍ପିଅନସିପକୁ ଉଦଘାଟନ କରିଥିଲେ ରାଉରକେଲା ଉତର ରିଜିଅନ ଡିଆଇଜି ବ୍ରିଜେଶ ରାୟ ଉଦଘାଟନ କରିଥିଲେ। ଏଥି
୭୮ ତମ ପୋଲିସ କବାଡି ଓ ୧୦ ତମ ହାଣ୍ଡବାଲ ଚମ୍ପିୟାନସିପ ଉଦଘାଟିତ


କେନ୍ଦୁଝର, ୭ ସେପ୍ଟେମ୍ବର (ହି.ସ.) - ଆଜି ସ୍ଥାନୀୟ ହାଣ୍ଡବଲ ଗ୍ରାଉଣ୍ଡରେ ୭୮ ତମ ରାଜ୍ୟ ପୋଲିସ କବାଡି (ପୁରୁଷ) ଏବଂ ୧୦ ତମ ପୋଲିସ ହାଣ୍ଡବଲ୍ ଚମ୍ପିୟାନସିପ ୨୦୨୫-୨୭ ଉଦଘାଟିତ ହୋଇଯାଇଛି। ଏହି ଚାମ୍ପିଅନସିପକୁ ଉଦଘାଟନ କରିଥିଲେ ରାଉରକେଲା ଉତର ରିଜିଅନ ଡିଆଇଜି ବ୍ରିଜେଶ ରାୟ ଉଦଘାଟନ କରିଥିଲେ। ଏଥିରେ ରାଜ୍ୟର ହାଣ୍ଡବାଲର ୯ ଟି ଦଳ ଓ କବାଡିର୧୮ ଟି ଟିମ ଯୋଗ ଦେଇଛନ୍ତି। ଆଜି ଉଦଘାଟନୀ ସମାରୋହରେ କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲା ମଧ୍ୟରେ ଲିଗ୍ ମ୍ୟାଚ୍ ହୋଇଥିଲା । ଆଜିର ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ, ଜିଲ୍ଲା ବନଖଣ୍ଡ ଅଧିକାରୀ, କେନ୍ଦୁଝର ରାଜା ଙ୍କ ସହ ବହୁ ଅତିଥି ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande