ଅଭିଜିତ ମଜୁମଦାରଙ୍କ ଆରୋଗ୍ୟ କାମନା କଲେ ଗୀତିକାର ପଞ୍ଚାନନ ନାୟକ
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)-ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଆରୋଗ୍ୟ କାମନା କରିଛନ୍ତି ଗୀତିକାର ପଞ୍ଚାନନ ନାୟକ । ଅଭିଜିତ ଏବେ ଗୁରୁତର ଅବସ୍ଥାରେ ଏମ୍ସରେ ଜୀବନ ମରଣ ସହ ସଂଘର୍ଷ କରୁଥିବାରୁ ତାଙ୍କ ଫ୍ୟାନ ମାନଙ୍କୁ ଦୀପଟିଏ ଜାଳିବାକୁ ଅନୁରୋଧ କରିଛନ୍
ଅଭିଜିତ ମଜୁମଦାରଙ୍କ ଆରୋଗ୍ୟ     କାମନା କଲେ ଗୀତିକାର ପଞ୍ଚାନନ ନାୟକ


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)-ସୁନାମଧନ୍ୟ

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଆରୋଗ୍ୟ କାମନା କରିଛନ୍ତି ଗୀତିକାର ପଞ୍ଚାନନ ନାୟକ

। ଅଭିଜିତ ଏବେ ଗୁରୁତର ଅବସ୍ଥାରେ ଏମ୍ସରେ ଜୀବନ ମରଣ ସହ ସଂଘର୍ଷ କରୁଥିବାରୁ ତାଙ୍କ ଫ୍ୟାନ

ମାନଙ୍କୁ ଦୀପଟିଏ ଜାଳିବାକୁ ଅନୁରୋଧ କରିଛନ୍ତି ପଞ୍ଚାନନ । ମେଲୋଡି କିଙ୍ଗ ଭାବେ ପରିଚିତ

ଅଭିଜିତଙ୍କୁ ଦଶହରା ପାଇଁ ସଙ୍ଗୀତ ପ୍ରେମୀ ମାନେ ଝୁରୁଛନ୍ତି । ପ୍ରଭୁଙ୍କ ପାଖରେ ତାଙ୍କ

ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁ ବୋଲି ପ୍ରାର୍ଥନା କରିଛନ୍ତି ପଞ୍ଚାନନ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande