ବାଲୁକା କଳାରେ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା
ପୁରୀ, ୭ ସେପ୍ଟେମ୍ବର (ହି.ସ.)- ଓଡିଶାର ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଅସୁସ୍ଥ ହୋଇ ମେଡିକାଲରେ କୋମାରେ ଅଛନ୍ତି । ଓଡ଼ିଶାରେ ତାଙ୍କର ଲକ୍ଷାଧିକ ଫ୍ଯାନ ରହିଛନ୍ତି । ପୁଣି ସଙ୍ଗୀତଜ୍ଞ ଜଗତ ସେ ସୁସ୍ଥ ହୋଇ ଫେରନ୍ତୁ ଏହା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଆନ୍ତର୍ଜାତିୟ ବାଲୁକା
ବାଲୁକା କଳାରେ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା


ପୁରୀ, ୭ ସେପ୍ଟେମ୍ବର (ହି.ସ.)- ଓଡିଶାର ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଅସୁସ୍ଥ ହୋଇ ମେଡିକାଲରେ କୋମାରେ ଅଛନ୍ତି । ଓଡ଼ିଶାରେ ତାଙ୍କର ଲକ୍ଷାଧିକ ଫ୍ଯାନ ରହିଛନ୍ତି । ପୁଣି ସଙ୍ଗୀତଜ୍ଞ ଜଗତ ସେ ସୁସ୍ଥ ହୋଇ ଫେରନ୍ତୁ ଏହା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଆନ୍ତର୍ଜାତିୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମୁଦ୍ରକୂଳରେ ବାଲୁକା କଳା ମାଧ୍ୟମରେ ଶ୍ରୀ ମଜମୁଦାରଙ୍କ ବାଲୁକା କଳାକୃତି କରି ଆଶୁ ଆରୋଗ୍ଯ କାମନା କରିଛନ୍ତି । ବାଲିରେ ମଜମୁଦାରଙ୍କ ମୂର୍ତ୍ତି ନିର୍ମାଣ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ଯ କାମନା କରୁଛୁ ଓ ଗେଟ ୱେଲ ସୁନ ଲେଖାଯାଇଛି । ଏହି ବାଲୁକାକୃତି ଦେଖି ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ସେହିଠାରେ ଶ୍ରୀମଜମୁଦାରଙ୍କ ସୁସ୍ଥ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande