ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ‘ଓଡ଼ିଶା କୁଡୁମୀ ସେନା’ର ସଦସ୍ୟମାନଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଦଳର ସାଂସଦ ମମତା
ମହାନ୍ତଙ୍କ ଉପସ୍ଥିତିରେ ଓଡ଼ିଶାର ମୟୂରଭଞ୍ଜ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ‘ଓଡ଼ିଶା କୁଡୁମୀ ସେନା’ର ସଦସ୍ୟମାନଙ୍କୁ ଭେଟିଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ
ଜନଜାତିଙ୍କ ବିକାଶ ଆମ ସରକାର ପ୍ରାଥମିକତାରେ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା