ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ବିଜେଡ଼ି ସାଂସଦମାନଙ୍କ ସହ କରିବେ ଆଲୋଚନା। ଗତକାଲି ବ
ବିରୋଧୀ ଦଳ ନେତା ନବୀନ     ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ ଗଲେ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ

ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ବିଜେଡ଼ି ସାଂସଦମାନଙ୍କ

ସହ କରିବେ ଆଲୋଚନା। ଗତକାଲି ବିଜେଡ଼ି ପିଏସି ସଦସ୍ୟଙ୍କ ସହିତ ନବୀନ ନିବାସରେ ଉପରାଷ୍ଟ୍ରପତି

ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ନବୀନ। ଦଳର ଆଭିମୁଖ୍ୟ ନେଇ ନବୀନ ନେବେ ଚୁଡାନ୍ତ

ନିଷ୍ପତ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande