ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ଭାଗବତ ପୁରାଣର
ଜନ୍ମୋତ୍ସବର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଏକ ପୁସ୍ତକର ଜନ୍ମଦିନ ପାଳନ ସମଗ୍ର ବିଶ୍ୱରେ ବିରଳ ।
ପବିତ୍ର ଇନ୍ଦୁ ପୂର୍ଣ୍ଣିମାରେ ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପୁରାଣର
ଜନ୍ମୋତ୍ସବ ଅବସରରେ ସମସ୍ତଙ୍କୁ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା