କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ନିଖୋଜ ବାଳକ ଉଦ୍ଧାର
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.) - କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ନିଖୋଜ ବାଳକ ଉଦ୍ଧାର । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ନାବାଳିକକୁ ଦେଖଥିଲେ ଲୋକେ। ପୋଲିସ ସହ ପରିବାର ଲୋକେ ଯାଇ ନିଖୋଜ ପିଲାକୁ ଆଣିଛନ୍ତି। 60ରୁ ଅଧିକ ପୋଲିସ କର୍ମଚାରୀ ଲାଗିଥିଲେ ଖୋଜିବାରେ। 1
କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ     ନିଖୋଜ ବାଳକ ଉଦ୍ଧାର


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)

- କ୍ୟାପିଟାଲ୍‌

ଥାନା ଅଞ୍ଚଳରୁ ନିଖୋଜ ବାଳକ ଉଦ୍ଧାର । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ନାବାଳିକକୁ ଦେଖଥିଲେ

ଲୋକେ। ପୋଲିସ ସହ ପରିବାର ଲୋକେ ଯାଇ ନିଖୋଜ ପିଲାକୁ ଆଣିଛନ୍ତି। 60ରୁ ଅଧିକ ପୋଲିସ

କର୍ମଚାରୀ ଲାଗିଥିଲେ ଖୋଜିବାରେ। 100ରୁ ଅଧିକ ସିସିଟିଭି ହୋଇଥିଲା ଯାଞ୍ଚ୍। ଶେଷରେ ଉଦ୍ଧାର ହୋଇଛି

ନିଖୋଜ ନାବାଳକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande