ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)
- ମନମୋହନ ସାମଲ
ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମନମୋହନ ସାମଲ
ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।
ଦିଲ୍ଲୀ ଯିବା ସ୍ୱାଭାବିକ ପ୍ରକ୍ରିୟା। ତାକୁ ଭିନ୍ନ ଭିନ୍ନ ରାଜନୈତିକ ଚକ୍ଷରୁ ଦେଖିବା ଠିକ
ନୁହେଁ। ବିଭିନ୍ନ ସମୟରେ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖକୁ ଯିବାକୁ ପଡେ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା