ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ
ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ। ଟ୍ରାନ୍ସଫରମର୍ ତିଆରି କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଆଲ୍ଫା ଟ୍ରାନ୍ସଫରମର୍ ଲିମିଟେଡ କମ୍ପାନୀରେ ଲାଗିଲା ନିଆଁ। ସକାଳ ସାଢେ଼ ୭ରୁ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ଚନ୍ଦ୍ରଶେଖର
ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ     ଅଗ୍ନିକାଣ୍ଡ


ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ମଞ୍ଚେଶ୍ୱର୍

ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ। ଟ୍ରାନ୍ସଫରମର୍ ତିଆରି କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଆଲ୍ଫା

ଟ୍ରାନ୍ସଫରମର୍ ଲିମିଟେଡ କମ୍ପାନୀରେ ଲାଗିଲା ନିଆଁ। ସକାଳ ସାଢେ଼ ୭ରୁ ନିଆଁ ଲାଗିଥିବା ବେଳେ ଘଟଣା

ସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛି । ଲକ୍ଷାଧିକ

ଟଙ୍କାର ସମ୍ପତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା

ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande