ମୁଣ୍ଡଳୀରେ କମୁଛି ଜଳସ୍ତର
ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.) - ମୁଣ୍ଡଳୀରେ କମୁଛି ଜଳସ୍ତର । ଅପରାହ୍ନ 3 ଟା ରୁ ସନ୍ଧ୍ୟା ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ପିକ୍‌ରେ ଥିଲା ବନ୍ୟା ଜଳ । ଏବେ ଆଉଟ ଫ୍ଲୋ 6 ଲକ୍ଷ 26 ହଜାର କ୍ୟୁସେକ ରୁ 4 ଲକ୍ଷ 58 ହଜାର କ୍ୟୁସେକକୁ ଖସି ଆସିଛି । ମୁଣ୍ଡଳୀ
ମୁଣ୍ଡଳୀରେ କମୁଛି ଜଳସ୍ତର


ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)

- ମୁଣ୍ଡଳୀରେ

କମୁଛି ଜଳସ୍ତର । ଅପରାହ୍ନ 3 ଟା ରୁ

ସନ୍ଧ୍ୟା ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ପିକ୍‌ରେ ଥିଲା ବନ୍ୟା ଜଳ । ଏବେ ଆଉଟ ଫ୍ଲୋ 6

ଲକ୍ଷ 26 ହଜାର କ୍ୟୁସେକ ରୁ 4 ଲକ୍ଷ 58 ହଜାର କ୍ୟୁସେକକୁ ଖସି ଆସିଛି । ମୁଣ୍ଡଳୀ ପାଣି ଏବେ ପୁରୀ ଜଗତସିଂହପୁରର ତଳିଆ

ଅଞ୍ଚଳରେ ପଶିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ପଠା

ଅଂଚଳ ପ୍ରଭାବିତ ହେବ । ପୁର୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ପ୍ରଭାବିତ ହେଉଛି ଜଳ

ନିଷ୍କାସନ । ଧୀରେ ଧୀରେ ତଳିଆ ଅଂଚଳରୁ ପାଣି କମିବ । ଗତ 24 ଘଣ୍ଟା

ରେ ମାତ୍ର 6 ଟି ବ୍ଲକ ରେ 50 ଏମଏମରୁ ଅଧିକ

ବର୍ଷା ହୋଇଛି । କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ । ହୀରାକୁଦରେ 4 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ରେଙ୍ଗାଲିରେ ସବୁ ଗେଟ ବନ୍ଦ ଅଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande