ଆୟବା କୃଷି ସମିତେିର ଧାନ ମଣ୍ଡି ଉଦ୍‌ଘାଟିତ
କେନ୍ଦ୍ରାପଡା-୧୩ ଜାନୁଆରୀ (ହିସ)- କେନ୍ଦ୍ରାପଡା ବ୍ଲକ ଅନ୍ତଗର୍ତ ଆୟବା କୃଷି ସମବାୟ ସମିତେିର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତାପସ ପ୍ରସାଦ ସିଂହ ଏହାକୁ ଆନୁଷ୍ଠାନିକ ଭୋବ ଉଦ୍‌ଘାଟନ କରିଥିବା ବେଳେ ସଭାପତି ଅଯୋଧ୍ୟାନାଥ ବିଶ୍ୱାଳ, ସଂପାଦକ ବିଜ
---------------   ଆୟବା କୃଷି ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ


କେନ୍ଦ୍ରାପଡା-୧୩ ଜାନୁଆରୀ (ହିସ)- କେନ୍ଦ୍ରାପଡା ବ୍ଲକ ଅନ୍ତଗର୍ତ ଆୟବା କୃଷି ସମବାୟ ସମିତେିର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତାପସ ପ୍ରସାଦ ସିଂହ ଏହାକୁ ଆନୁଷ୍ଠାନିକ ଭୋବ ଉଦ୍‌ଘାଟନ କରିଥିବା ବେଳେ ସଭାପତି ଅଯୋଧ୍ୟାନାଥ ବିଶ୍ୱାଳ, ସଂପାଦକ ବିଜୟ କୁମାର ବାରିକ, ମଣ୍ଡି ନୋଡାଲ ଅଫିସର ସୁପ୍ରିୟା ସ୍ୱାଇଁ, ଧାନ କ୍ରୟ କମିଟିର ସଦସ୍ୟ ଅଂଶୁମାନ ଦାସ, ବରିଷ୍ଠ ନେିଦ୍ଦର୍ଶକ ବିଜୟ କୁମାର ସ୍ୱାଇଁ, ବାବୁଲି ମଲିକ, ଅମର ମଲିକ, ସୋରାଜ ଦାସ, ସୁବାସ ରାଉତ ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଧାନ ନେଇ ଆସୁଥିବା ଚାଷୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହେଯାଗ ଯୋଗାଇ ଦେବାପାଇଁ ଅୋଲାଚନା କରିଥେôଲ । ଏହି ଉଦ୍‌ଘାଟନୀ ଉତ୍ସବେର ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ, ପରିଚାଳନା କମିଟିର ସଭ୍ୟ, ସଭ୍ୟାମାନେ ଉପସ୍ଥିତ ଥେôଲ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande