
ଭୁବନେଶ୍ୱର, 13 ଜାନୁଆରି (ହି.ସ.)
- ଭଙ୍ଗା
ଯିବନି ବର୍ତ୍ତମାନର ବିଧାନସଭା | ସନ୍ତକ ହିସାବରେ ବିଧାନସଭାକୁ ରଖାଯିବ | ମ୍ୟୁଜିୟମ ଭାବେ
ବ୍ୟବହାର କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି | ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ ଏହାକୁ ବ୍ୟବହାର କରାଯିବ | ଲୋକସେବା ଭବନ ଓ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ 300 ଆସନ
ବିଶିଷ୍ଟ ନୂତନ ବିଧାନସଭା ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା