ଭୁବନେଶ୍ୱର, ୧୩ ଜାନୁଆରୀ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
13 Jan 2026
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଆଦେଶ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷ ଗାନ୍ଧୀ ବାଳାଶ୍ରମର ୯୩ ଜଣ ଅନ୍ତେବାସୀ ଏକ ଦିବସୀୟ ପରିଭ୍ରମଣ କରିଛନ୍ତି । ଅନ୍ତେବାସୀ ମାନେ ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱର, ନୀଳଗିରି..
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାଷ୍ଟ୍ରୀୟ ସ୍ତରରେ ରାଷ୍ଟ୍ରୀୟ ଯୁବ ସପ୍ତାହ ଦିବସ ପାଳନ କରିଥାଏ। ଏହିକ୍ରମରେ ଆଜି ଏବିଭିପି, ଭଦ୍ରକ ନଗର ପକ୍ଷରୁ ଏକ ଆଲୋଚନା..
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଜୀବନ୍ତଙ୍କୁ ମୃତ ଦର୍ଶାଇ ଭତାପ୍ରଦାନ କରାଯାଇନଥିବା ବେଳେ ଜଣେ ମୃତ ବ୍ୟକ୍ତିଙ୍କୁ ମରିବାର ବର୍ଷେ ପରେ ବି ଭତା ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଛି।ଏହି ଅଭିଯୋଗ ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ବିବରଣୀରୁ ପ୍ରକାଶ ଯେ, ଭଣ୍ଡ..
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ଅଂଚଳରେ ଖରିଫ ଧାନ କିଣା ପ୍ରକ୍ରିୟା ଦୀର୍ଘ ଦିନ ଧରି ଆରମ୍ଭ ନ ହେବାରୁ ଚାଷୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚଳିତ ମାସ ୫ ତାରିଖରୁ ଧାନ କିଣା ଆରମ୍ଭ ହେବାକୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାନ କିଣା ହୋଇପାରିନାହିଁ। ଏଣୁ ୧୫ ଦିନ ଧରି ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha