ପୋଲିସ ଏସଆଇ ମହାକେଳେଙ୍କାରୀ ମାମଲା, 10 ପରୀକ୍ଷାର୍ଥୀଙ୍କୁ ସମନ
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ପୋଲିସ ଏସଆଇ ମହାକେଳେଙ୍କାରୀ ମାମଲା । ପୁଣି ଆଜି ଆଉ 10ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ । ସମନ ଜରିଆରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । ଗତକାଲି 7ଜଣ ପରୀକ୍ଷାର୍ଥୀ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ମୋଟ 450ଜଣ ପରୀକ୍ଷା
ପୋଲିସ ଏସଆଇ ମହାକେଳେଙ୍କାରୀ     ମାମଲା, 10 ପରୀକ୍ଷାର୍ଥୀଙ୍କୁ ସମନ


ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ପୋଲିସ ଏସଆଇ ମହାକେଳେଙ୍କାରୀ ମାମଲା । ପୁଣି ଆଜି ଆଉ

10ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ । ସମନ ଜରିଆରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । ଗତକାଲି

7ଜଣ ପରୀକ୍ଷାର୍ଥୀ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ମୋଟ 450ଜଣ ପରୀକ୍ଷାର୍ଥୀଙ୍କ

ତାଲିକା କରିଛି ସିବିଆଇ । ଯେଉଁମାନେ ଦଲାଲ ମାନଙ୍କ ସଂସ୍ପର୍ଶରେ ଆସିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande