ନୂଆ 1 ଲକ୍ଷ 78,398 ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- 18 ତାରିଖ ଭିତରେ ସୁଭଦ୍ରା ଟଙ୍କା | 4 ଲକ୍ଷ 57 ହଜାର 681 ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା | ନୂଆ 1 ଲକ୍ଷ 78 ହଜାର 398 ଜଣଙ୍କୁ ସାମିଲ କରାଯାଇଥି
ପ୍ରଭାତି ପରିଡା


ଭୁବନେଶ୍ୱର, 13 ଜାନୁଆରି (ହି.ସ.)- 18 ତାରିଖ

ଭିତରେ ସୁଭଦ୍ରା ଟଙ୍କା | 4 ଲକ୍ଷ

57 ହଜାର 681 ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ

ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା | ନୂଆ 1 ଲକ୍ଷ

78 ହଜାର 398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି | ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା 2 ଲକ୍ଷ 55 ହଜାର 265 ଜଣଙ୍କୁ ସାମିଲ

କରାଯାଇଛି | ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି |

ସେହିପରି ଅଭିଯୋଗ ଶୁଣାଣିରେ 24 ହଜାର 18 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ

ସାମିଲ କରାଯାଇଛି | 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ

ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande