
Bଭୁବନେଶ୍ୱର, 13 ଜାନୁଆରି (ହି.ସ.) -ଯାତ୍ରାରେ
ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ।ଆଇନ ମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ ପରି ଓଡ଼ିଶାରେ ବି ହୋଇପାରେ
କାର୍ଯ୍ୟାନୁଷ୍ଠାନ । ଆଇନ ମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଜନମତ ବି ସ୍ପଷ୍ଟ ଅଛି, ଅଶ୍ଳୀଳ
ନୃତ୍ୟ ନହେଉ । ଏନେଇ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାର ଆୟୋଜକ ଏବଂ ଯାତ୍ରା ପାର୍ଟି
ମାଲିକଙ୍କୁ ଜଣାଇଛନ୍ତି । ସେମାନେ ଅଶ୍ଳୀଳ
ନୃତ୍ୟ ଯଦି କରିବେ ତାହେଲେ ପରିଣାମ ସାମ୍ନା କରିବାକୁ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା