ପୋଲ ନିର୍ମାଣ ସ୍ଥାନ ପରିବର୍ତନ ନେଇ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଲେ
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଭଣ୍ଡାରେିପାଖରୀ ବ୍ଲକ୍ ଅନ୍ତଗର୍ତ ବୈତରଣୀ ନଦୀର ବାରିକ ମିସ୍ତ୍ରୀ ବନ୍ଧ ପାଶ୍ୱର୍ସ୍ଥ ପାଖାପାଖି ୧ କିମି ଦୂରେର ଥିବା ଝୁଟୁଣା ଗ୍ରାମପଂଚାୟତର ଦାଦେଶ୍ୱର ଗାେଁର ଏକ ପୋଲ ନିର୍ମାଣକୁ ନେଇ ବିବାଦ ତେଜିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥେମ ଏହି ପୋଲ ନିର୍ମାଣ
POLA NIRMAN STANA PARIBARTAN - VILLAGERS MEET COLLECTOR


ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଭଣ୍ଡାରେିପାଖରୀ ବ୍ଲକ୍ ଅନ୍ତଗର୍ତ ବୈତରଣୀ ନଦୀର ବାରିକ ମିସ୍ତ୍ରୀ ବନ୍ଧ ପାଶ୍ୱର୍ସ୍ଥ ପାଖାପାଖି ୧ କିମି ଦୂରେର ଥିବା ଝୁଟୁଣା ଗ୍ରାମପଂଚାୟତର ଦାଦେଶ୍ୱର ଗାେଁର ଏକ ପୋଲ ନିର୍ମାଣକୁ ନେଇ ବିବାଦ ତେଜିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥେମ ଏହି ପୋଲ ନିର୍ମାଣ ପାଇଁ ବୈତରଣୀ ନଦୀବନ୍ଧରୁ ଝୁଟୁଣା ଭାୟା ଦାଦେଶ୍ୱର ଗତ ୨୭.୧୧.୨୫ ରିଖ ଏସ୍‌ଏଲ୍ ନଂ ୬୩ ଚିଠେିର ମଂଜୁର କରାଯାଇଥିଲା। ପରବର୍ତୀ ସମୟେର ଏହି ବ୍ରିଜ୍‌ଟିର ସ୍ଥାନ ପରିବତର୍ନ କରି ନଦୀବନ୍ଧର ଅପରପାଶ୍ୱର୍ ୫୦ ମିଟର ତଳକୁ ତେସିଙ୍ଗା ପଂଚାୟତ ବନସ୍ତା ଗାେଁର ସଂପୃକ୍ତ ପୋଲ ନିର୍ମାଣ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବାର ଦାଦେଶ୍ୱର ଗ୍ରାମବାସୀଙ୍କ ପକ୍ଷରୁ ଆଜି ଜିଲାପାଳଙ୍କ ଠୋର ଅଭେିଯାଗ କରାଯାଇଛି। ଏହି ଗାଁର ବହୁ ମହିଳା ଓ ପୁରୁଷ ଜିଲାପାଳଙ୍କୁ ଦେଇଥିବା ଲିଖିତ ଅଭେିଯାଗେର ଦର୍ଶାଇଛନ୍ତି ଯେ ବୈତରଣୀ ନଦୀବନ୍ଧରୁ ଦୋଦଶ୍ୱର ଗାଁକୁ ଯାଇଥିବା ରାସ୍ତୋର ପୋଲଟିଏ ନଥିବାରୁ ଗ୍ରାମବାସୀମାନେ ବନ୍ୟା ସମୟରେ ନାନା ଦୁଦ୍ଦର୍ଶା ଭୋଗିବା ସହ ଜରୁରୀ କାଳୀନ ସେବାରୁ ବଂଚିତ ହୋଇଆସୁଛନ୍ତି। ଗ୍ରାମବାସୀଙ୍କ ତରଫରୁ ସାଂସଦ ଓ ବିଧାୟକଙ୍କୁ ବାରମ୍ବାର ଅନେୁରାଧ କରିବା ପେର ଏହି ପୋଲଟିର ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ପରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପେର ବିଭାଗୀୟ କର୍ତୃପକ୍ଷ ତେସିଙ୍ଗା ପଂଚାୟତ ବନସ୍ତା ଗାେଁର ପୋଲ ନିର୍ମାଣ ପାଇଁ ମସୁଧା ଚଳାଇଥିବାର ଗ୍ରାମବାସୀମାନେ ଅଭେିଯାଗ କରିଛନ୍ତି। ବୈତରଣୀ ନଦୀବନ୍ଧର ଅପରପାଶ୍ୱର୍ରେ ଥିବା ବଡବନସ୍ତା ତାରିଣୀ ମନ୍ଦିରକୁ ପୋଲଟି ସେଂଯାଗ କରିବା ଆଳେର ବୈତରଣୀ ନଦୀରୁ ବେଆଇନ୍ ଭୋବ ବାଲି ଉଠାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବାର ଦୋଦଶ୍ୱର ଗ୍ରାମବାସୀମୋନ ଲିଖିତ ପତ୍ରେର ଜିଲାପାଳଙ୍କୁ ଦର୍ଶାଇଛନ୍ତି। ଏହାବ୍ୟତୀତ ସଂପୃକ୍ତ ସ୍ଥାନେର ପୋଲ ନିର୍ମିତ େହେଲ ଦୋଦଶ୍ୱର ଗ୍ରାମର ମହିଳା ଓ ପିଲାମୋନ ବଣଜଂଗଲ ଦେଇ ଯିବାକୁ ପଡିବ। ଏଥିପାଇଁ ଏହି ପୋଲ ନିର୍ମାଣ କାର୍ଯ୍ୟେର ପ୍ରଶାସନ ବିଧିବଦ୍ଧ ତଦନ୍ତ କରି ଗ୍ରାମବାସୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ସରପଂଚ ବାସନ୍ତୀ ଜେନା, ସମିତିସଭ୍ୟ ଦୀପ୍ତିରଂଜନ ରାଉତ, ସେନ୍ତାଷ େବେହରା, ପ୍ରଶାନ୍ତ କୁମାର େବେହରା, ସ୍ନେହମୟୀ ରାଉତ, ସୁଭଦ୍ରା ଧଳ, ହରପ୍ରିୟା ଧଳ, ମଂଜୁଲତା ଧଳ, ଲତିକା ବାରିକ ପ୍ରମୁଖ ଗ୍ରାମବାସୀମୋନ ଅଭେିଯାଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande