ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ, ଭୋର ୪.୩େ୦ର ମନ୍ଦିରଚୂଡାକୁ ଉଠିବ ମହାଦୀପ, ରାତ୍ର ୧ଟୋର ସୁନାବେଶ
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଆସନ୍ତା ଫେବୃଆରୀ ୧େ୫ର ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଚଳିତବର୍ଷ ୩ଦିନ ଧରି ପାଳନ ହେବ । ଏହି ଅବସରେର ମଣିବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଭଦ୍ରକ ଜିଲାପାଳଙ୍କ ସଦଭାବନା ସଭାଗୃହେର ଜିଲାପାଳ ଦିଲିପ ରାଉତରା
SWARNA DHANUS BHADRAK RE SWAGAT


ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଆସନ୍ତା ଫେବୃଆରୀ ୧େ୫ର ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଚଳିତବର୍ଷ ୩ଦିନ ଧରି ପାଳନ ହେବ । ଏହି ଅବସରେର ମଣିବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଭଦ୍ରକ ଜିଲାପାଳଙ୍କ ସଦଭାବନା ସଭାଗୃହେର ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତୋର ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକେର ଜିଲା ଆରକ୍ଷି ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଏସପି ଅଂଶୁମାନ ଦ୍ୱେିବଦୀ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରିନ୍ସରୋକଶ ନାୟକ, ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ସୌରଭ ଚକ୍ରବର୍ତୀ , ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଟ୍ରେଷ୍ଟ୍ୱାର୍ଡ ସଭ୍ୟ ସେନ୍ତାଷ ପାଢୀ, ସେରାଜ ଦାସ,, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକଙ୍କ ସହ ବିଭିନ୍ନ ବିଭାଗର ଉଚ୍ଚ ପ୍ରଦାଧିକାରୀ ଯୋଗ ଦେଇଥେôଲ। ମହାଶିବରାତ୍ରୀ ଦିନ ହେବାକୁ ଥିବା ସମସ୍ତ ନୀତିକାନ୍ତି ସମ୍ବନ୍ଧେର ବରିଷ୍ଠ ସେବାୟତ ବିଜୟକୁମାର ଦାଶ ସୂଚନା ଦେଇଥେôଲ। ଚଳିତବର୍ଷ ଜାଗରଯାତ୍ରା ଦିନ ଭୋର ୪ଟୋର ମନ୍ଦିର ଦ୍ୱାର ଫିଟାଯିବା ପେର ମଙ୍ଗଳ ଆଳତୀ, କନିକା ରାଜାଙ୍କ ତରଫରୁ ପହିଲି ଘଷର୍ଣ ଲାଗି, ଜଳାଭେିଷକ ସରିବା ପେର ସକାଳ ୫/୧୫ରୁ ରାତ୍ର ୧୧/୩୦ଯାଏ ଭକ୍ତଙ୍କ ସାହାଣେମଲା ଦଶର୍ନ ରହିବା ସହ ପୁନର୍ବାର ରାତ୍ର ୧/୩ ସୁନାବେଶ ସମ୍ପନ୍ନ ହେବା ପେର ସାହାଣେମଲା ଦଶର୍ନ କରାଯିବ। ଭୋର ୪ଟା ସୁଧା ମହାଦୀପ ପ୍ରସ୍ତୁତି ସହ ପୂଜାଚ୍ଚର୍ନା ସରିବା ପେର ୪/୩୦ରୁ ୫ଟା ମଧ୍ୟେର ମନ୍ଦିରଚୂଡାକୁ ମହାଦୀପ ଉଠିବ। ସେହିପରି ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟେିର ରଖି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଜଳପଥର ନଦୀଘାଟକୁ ଜଗି ରହେିବ ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ଚଳିତବର୍ଷ ଜଳପଥେର ପଇଁତରା ମାରିବ ଅତ୍‌ଯାଧୁନିକ ସ୍ପିଡେବାଟ କହିଥେôଲ ଅଗ୍ନିଶମ ବିଭାଗର ଅଧିକାରୀ, ସେହିପରି ପୀଠରେ ଯାତ୍ରା ପୂବର୍ଦିନ ଠାରୁ ଯାତ୍ରା ଶେଷ ପର୍ଯ୍ୟନ୍ତ ୩ଦିନଧରି ପୀଠେର ନିରବିଛିନ୍ନ ବିଦ୍‌ୁ୍ୟତ ସେବା, ପାନୀୟ ଜଳଯୋଗାଣ ପାଇଁ ଆଲୋଚନା କରାଯାଇଥିଲା ତାହାସହ ସ୍ୱାସ୍େଥ୍ୟକନ୍ଦ୍ରକୁ ୨୪ଘଂଟା ଖୋଲା ରଖାଯିବା ସହ ମନ୍ଦିର ପରିସରେର ଅତିରିକ୍ତ କ୍ୟାମ୍ପ କରାଯିବା ସହିତ ପୀଠେର ପରିମଳ ବ୍ୟବସ୍ଥା ସହ ଅତିରିକ୍ତ ଶୌଚାଳ ନିର୍ମାଣ କରାଯିବ ବୋଲି ଜିଲା ଜଳପରିମଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦଶର୍ନ ଓ ପୂଜାଚ୍ଚର୍ନା ନିମେନ୍ତ ମନ୍ଦିର ଭିତେର ଓ ବାହାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ବେିଶଷକରି ଭକ୍ତମାନଙ୍କର ଗହଳି ସମୟରେ ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ସାଧା ପୋଷାକଧାରୀ ପୁଲିସ ନେିୟାଜିତ ରହିବା ସହ ଆକାଶମାଗର୍ରୁ ଡ୍ରୋନ କ୍ୟାମେରା ଓ ସିସି କ୍ୟୋମରା ଚାଳନା କରାଯିବ, ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପୀଠେର ସଂଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭଜନ ପରେିବଷଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥେôଲ । ପୀଠରେ ଗାଡିପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦଶର୍ନ ପରେ ନିଷ୍ପତି ନିଆଯିବ ବୋଲି ଉପଜିଲାପାଳ କହିଥେôଲ। ଉକ୍ତ ବୈଠକେର ସେବାୟତ ଅରବିନ୍ଦ ପାଢୀ, ଜିବନାନ୍ଦ ପାଢୀ, ଦେବଦତ ପାଢୀ, ଲଲାଟକେିଶାର ପାଢୀ, ଆଶିଷ ପାଢୀ, ଶିବାନନ୍ଦ ପାଢୀ, ସେରାଜ ପାଢୀ, ସଞ୍ଜୟ ପାଢୀ, ମେନାରଞ୍ଜନ ପାଢୀ, ସବ୍ୟଶାଚି ହୋତା, ବେିବକାନନ୍ଦ ପାଢୀ ପ୍ରମୁଖ ଯୋଗ ଦେଇଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

----------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande