ଦୁଇ ଫେରାର ଅଭିଯୁକ୍ତ ଗିରଫ
ଜୟପୁର, 15 ଜାନୁଆରି (ହି.ସ.)ବହୁ ଦିନ ଧରି ଫେରାର ରହିଥିବା ଦୁଇ ଅଭିଯୁକ୍ତକୁ ଜୟପୁର ସଦରଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କୁମ୍ଭାରପୁଟ୍‌ ଗ୍ରାମର ଧନୁର୍ଯ୍ୟୟ କୁମ୍ଭାର(୨୫) ଗତ ୨୦୨୦ ମସିହରେ ଗୋଟିଏ ଅପରାଧିକ ମାମଲାରେ ସ˚ପୃକ୍ତ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମୁଳାସର ଗ୍ରାମର ଗୌରୀ
ଦୁଇ ଫେରାର ଅଭିଯୁକ୍ତ ଗିରଫ


ଜୟପୁର, 15 ଜାନୁଆରି (ହି.ସ.)ବହୁ ଦିନ ଧରି ଫେରାର ରହିଥିବା ଦୁଇ ଅଭିଯୁକ୍ତକୁ ଜୟପୁର ସଦରଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କୁମ୍ଭାରପୁଟ୍‌ ଗ୍ରାମର ଧନୁର୍ଯ୍ୟୟ କୁମ୍ଭାର(୨୫) ଗତ ୨୦୨୦ ମସିହରେ ଗୋଟିଏ ଅପରାଧିକ ମାମଲାରେ ସ˚ପୃକ୍ତ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମୁଳାସର ଗ୍ରାମର ଗୌରୀ ତନ୍ତି(୩୧) ଗତ ୨୦୨୪ ମସିହାରେ ଗଣ୍ତଗୋଳ ମାମଲାରେ ସ˚ପୃକ୍ତ ଥିଲେ। ଗିରଫଦାରୀ ଏଡାଇବା ଲାଗି ସେହିଦିନ ଠାରୁ ଫେରାର ରହିଥିଲେ। ତେବେ ପୁଲିସ ସନ୍ଧାନ ଜାରି ରଖିଥିଲା ବେଳେ ଅଜି ଧରିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦରଥାନାଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande