ସୁଦର୍ଶନ ଯୋଗାଶ୍ରମରେ ଅଖଣ୍ଡ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ
ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ବଲାଙ୍ଗିର ସାଲେଭଟା ନିକଟରେ ଥିବା ରଫାଖାଲ ଗ୍ରାମ ଶ୍ରୀ ଗୁରୁ ସୁଦର୍ଶନ ଯୋଗାଶ୍ରମ ଠାରେ ୩୫ତମ ଅଖଣ୍ଡ ବ୍ରହ୍ମଯଜ୍ଞ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଛି। ୧୪ ତାରିଖ ମାଘ କୃଷ୍ଣ ଏକାଦଶୀ ମକର ସଂକ୍ରାନ୍ତି ଉତ୍ସବ ଯୋଗାଶ୍ରମ କମିଟି ଦ୍ଵାରା ପାଳନ କରାଯାଇଥିଲା। କୁମ
ସୁଦର୍ଶନ ଯୋଗାଶ୍ରମ ରେ ଅଖଣ୍ଡ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ


ସୁଦର୍ଶନ ଯୋଗାଶ୍ରମ ରେ ଅଖଣ୍ଡ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ


ସୁଦର୍ଶନ ଯୋଗାଶ୍ରମ ରେ ଅଖଣ୍ଡ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ


ସୁଦର୍ଶନ ଯୋଗାଶ୍ରମ ରେ ଅଖଣ୍ଡ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ


ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ବଲାଙ୍ଗିର ସାଲେଭଟା ନିକଟରେ ଥିବା ରଫାଖାଲ ଗ୍ରାମ ଶ୍ରୀ ଗୁରୁ ସୁଦର୍ଶନ ଯୋଗାଶ୍ରମ ଠାରେ ୩୫ତମ ଅଖଣ୍ଡ ବ୍ରହ୍ମଯଜ୍ଞ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଛି। ୧୪ ତାରିଖ ମାଘ କୃଷ୍ଣ ଏକାଦଶୀ ମକର ସଂକ୍ରାନ୍ତି ଉତ୍ସବ ଯୋଗାଶ୍ରମ କମିଟି ଦ୍ଵାରା ପାଳନ କରାଯାଇଥିଲା। କୁମୁଦ ଚନ୍ଦ୍ର ସା ମନ୍ତ୍ର ପାଠ କରିଥିଲେ। ବନମାଳୀ ଦିଶାରୀଙ୍କ ଦ୍ୱାରା ସମସ୍ତ ପୂଜା ପାଠ ହୋଇଥିଲା। ଏଥିରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ଯୋଗଦେଇ କରୁଣା ଲାଭ କରିଥିଲେ।

ଏଥିରେ କମିଟି ସଭାପତି ମହନ ସ୍ଵାଇଁ, ସମ୍ପାଦକ ପରୀକ୍ଷିତ ମେହେର ଓ ସଭ୍ୟ ମାନେ ଉପସ୍ଥିତ ରହି ଆଗାମୀ ମାଘ ସଂକ୍ରାନ୍ତିରେ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପ୍ରାର୍ଥନା କରିଥିଲେ ଓ ସମାଜର ମଙ୍ଗଳ କାମନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande