ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ପୂର୍ବ ଜରିମାନାକୁ ରଦ୍ଦ କରି ପଲ୍ୟୁସନ ନାମରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବନ୍ଦ କରିବାକୁ ସଙ୍ଗଠନ ଦାବି କରିଛନ୍ତି। ---------------
ନବନିର୍ମାଣ ଯୁବଛାତ୍ର     ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ


ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ନବନିର୍ମାଣ

ଯୁବଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ପୂର୍ବ ଜରିମାନାକୁ ରଦ୍ଦ କରି ପଲ୍ୟୁସନ ନାମରେ ସାଧାରଣ

ଲୋକଙ୍କ ଉପରେ ଅତ୍ୟାଚାରକୁ ବନ୍ଦ କରିବାକୁ ସଙ୍ଗଠନ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande