ଆଜିଠୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଆଜିଠୁ ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗରେ ଆୟୋଜିତ ଇନଭେଷ୍ଟର ମିଟରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ବିଭାଗର ଟିମ ବି ଯିବେ। ଆସନ୍ତାକାଲି ରହିଛି ଇନଭେଷ୍ଟର ମି
ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଆଜିଠୁ ତିନି

ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗରେ ଆୟୋଜିତ ଇନଭେଷ୍ଟର ମିଟରେ

ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ବିଭାଗର ଟିମ ବି ଯିବେ।

ଆସନ୍ତାକାଲି ରହିଛି ଇନଭେଷ୍ଟର ମିଟ। ଏହା ପୂର୍ବରୁ ହାଇଦ୍ରାବାଦରେ ହୋଇଥିଲା ଇନଭେଷ୍ଟର ମିଟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande