ଭାରତୀୟ ସେନା ଦିବସରେ ସେନାର ସାହସୀ ଯବାନଙ୍କୁ ସଲାମ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଭାରତୀୟ ସେନା ଦିବସରେ ସେନାର ସାହସୀ ଯବାନଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସେନା ଦିବସ ଅବସରରେ ମୁଁ ଭାରତୀୟ ସେନାର ସାହସୀ ଯବାନମାନ
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଭାରତୀୟ ସେନା

ଦିବସରେ ସେନାର ସାହସୀ ଯବାନଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସେନା ଦିବସ ଅବସରରେ ମୁଁ ଭାରତୀୟ

ସେନାର ସାହସୀ ଯବାନମାନଙ୍କୁ ସଲାମ ଜଣାଉଛି ଏବଂ ଦେଶର ଏକତା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କର ଅତୁଟ

ସାହସ,

ଶିଷ୍ଟାଚାର ଓ ସର୍ବୋଚ୍ଚ ବଳିଦାନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ

କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande