'ଭାରତୀୟ ସେନା' ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 15 ଜାନୁଆରି (ହି.ସ.)-''ଭାରତୀୟ ସେନା'' ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଶକ୍ତି, ସାମର୍ଥ୍ୟ ଏବଂ ଦେଶଭକ୍ତିର ପ୍ରତୀକ ''ଭା
ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 15 ଜାନୁଆରି (ହି.ସ.)-'ଭାରତୀୟ ସେନା' ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି

ଯେ, ଶକ୍ତି, ସାମର୍ଥ୍ୟ

ଏବଂ ଦେଶଭକ୍ତିର ପ୍ରତୀକ 'ଭାରତୀୟ ସେନା' ପ୍ରତିଷ୍ଠା ଦିବସରେ ସମସ୍ତ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଉଛି।

ମନ୍ତ୍ରୀ କହିଛନ୍ତି ଯେ, ଦେଶର

ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ଅମର ସନ୍ତାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି

ଅର୍ପଣ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande