ବାଂଲାଦେଶରେ ଜମାତ-ଏ-ଇସ୍ଲାମୀ ମେଂଟ ସହିତ 253 ସିଟ ବଂଟନ ନେଇ କଲା ଘୋଷଣା
ଢାକା, 16 ଜାନୁଆରି (ହି.ସ.)- ବାଂଲାଦେଶ ଜମାତ-ଏ-ଇସ୍ଲାମୀ ନେତୃତ୍ୱଧୀନ ମେଂଟ ୧୨ ଫେବୃଆରୀରେ ହେବାକୁ ଥିବା ୧୩ତମ ସଂସଦୀୟ ନିର୍ବାଚନ ପାଇଁ ୨୫୩ଟି ଆସନରେ ଆସନ ବଣ୍ଟନ ଘୋଷଣା କରିଛି। ଏହି ଗଠବନ୍ଧନରେ ଜମାତ ୧୭୯ଟି ଆସନ, ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି) ୩୦ଟି, ମାମ
ସିଟ୍ ବଂଟନ


ଢାକା, 16 ଜାନୁଆରି (ହି.ସ.)- ବାଂଲାଦେଶ ଜମାତ-ଏ-ଇସ୍ଲାମୀ ନେତୃତ୍ୱଧୀନ ମେଂଟ ୧୨ ଫେବୃଆରୀରେ ହେବାକୁ ଥିବା ୧୩ତମ

ସଂସଦୀୟ ନିର୍ବାଚନ ପାଇଁ ୨୫୩ଟି ଆସନରେ ଆସନ ବଣ୍ଟନ ଘୋଷଣା କରିଛି। ଏହି ଗଠବନ୍ଧନରେ ଜମାତ

୧୭୯ଟି ଆସନ, ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି) ୩୦ଟି,

ମାମୁନୁଲ

ହକଙ୍କ ନେତୃତ୍ୱରେ ଥିବା ବାଙ୍ଗ୍ଲାଦେଶ ଖିଲାଫତ ମଜଲିସ ୨୦ଟି,

ଖିଲାଫତ

ମଜଲିସ ୧୦ଟି, ଲିବେରାଲ ଡେମୋକ୍ରାଟିକ ପାର୍ଟି ୭ଟି,

ଏବି

ପାର୍ଟି ୩ଟି, ନିଜାମେ ଇସ୍ଲାମୀ ପାର୍ଟି ୨ଟି ଏବଂ ବାଙ୍ଗ୍ଲାଦେଶ ଡେଭଲପମେଣ୍ଟ

ପାର୍ଟି ୨ଟି ଆସନରେ ନିର୍ବାଚନ ଲଢିବେ। ଏହି ସୂଚନା ଜମାତର ନାୟବ-ଏ-ଆମିର ସୟ୍ୟଦ ଅବ୍ଦୁଲ୍ଲା

ମହମ୍ମଦ ତାହିର ଗୁରୁବାର ରାତିରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande