ଅରବିନ୍ଦଙ୍କୁ    ନିଲମ୍ବନ ପଛରେ ଥାଇ ପାରେ ଷଡଯନ୍ତ୍ର - ବିଜୟ ମହାପାତ୍ର
ଭୁବନେଶ୍ୱର, 16 ଜାନୁଆରି (ହି.ସ.) ଭୁବନେଶ୍ୱର, 16 ଜାନୁଆରୀ (ହି.ସ.) ବିଜେଡି ରୁ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ବାପା ବିଜୟ ମହାପାତ୍ର ମୁଁହ ଖୋଲିଛନ୍ତି । ସେ କହିଛନ୍ତି ଯେ ଏହା ପଛରେ ଷଡଯନ୍ତ୍ର ଥାଇ ପାରେ । ସେ କହିଛନ୍ତି ଯେ, ଚର୍ଚ୍ଚା ର
ଅରବିନ୍ଦଙ୍କୁ    ନିଲମ୍ବନ     ପଛରେ ଥାଇ ପାରେ ଷଡଯନ୍ତ୍ର - ବିଜୟ ମହାପାତ୍ର


ଭୁବନେଶ୍ୱର, 16 ଜାନୁଆରି (ହି.ସ.)

ଭୁବନେଶ୍ୱର, 16 ଜାନୁଆରୀ

(ହି.ସ.) ବିଜେଡି ରୁ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ବାପା ବିଜୟ ମହାପାତ୍ର ମୁଁହ ଖୋଲିଛନ୍ତି

। ସେ କହିଛନ୍ତି ଯେ ଏହା ପଛରେ ଷଡଯନ୍ତ୍ର ଥାଇ

ପାରେ ।

ସେ କହିଛନ୍ତି ଯେ, ଚର୍ଚ୍ଚା

ରେ କଣ ଅଛି ।ଦଳ ବିରୋଧୀ ପାଇଁ ନିଲମ୍ବନ କରିଛନ୍ତି ।ବିଜେଡି ଏକ ଦଳ ସେ ତାଙ୍କ ପଦକ୍ଷେପ ନେଇଛନ୍ତି ।ବିଶ୍ୱାସଘାତକ କଣ ହେଇଛି ସେମାନେ କହିବେ ମୁଁ ଜାଣିବାରେ କିଛି ଘଟିନି

।ଓଡ଼ିଶାର ଲୋକେ ଅପେକ୍ଷା କରୁଛନ୍ତି କାରଣ କଣ ଜାଣିବା ପାଇଁ ।କାହା ପାଖରେ କଣ ଗୁଇନ୍ଦା ରିପୋର୍ଟ ଅଛି ସେମାନେ କହିପାରିବେ ।ଭବିଷ୍ୟତ କଥା କିଏ କହିବ ।ଅରବିନ୍ଦ ମହାପାତ୍ର ମୋ ସମ୍ପର୍କ ରେ ନବୀନ ଙ୍କ ସହ କିଛି ଆଲୋଚନା

କରିନି ।କଣ ହେଇଛି ଆକଳନ କରିବା କଷ୍ଟ ।ଦଳରେ ଥିଲା, ଆଉ ଦଳୀୟ ଲାଇନ କଣ ।ନବୀନ ଙ୍କ ଦସ୍ତଖତ ରେ ଆସିଛି ଆଉ ନିଷ୍ପତି କଣ ।ଓଡ଼ିଶା ଲୋକ ଜାଣିଲେ ଏଟା ଭଲ ହେଲା ।ଷଡଯନ୍ତ୍ର ଥାଇ ପାରେ ।ଦଳରେ ଯେଉଁ ଲୋକ ତାଙ୍କ ସାଙ୍ଗରେ ଅଛନ୍ତି ତାଙ୍କ କଥା ବୁଝିବ ଏରିଆ

କଥା ବୁଝିବ ଏୟା ପରାମର୍ଶ ଦେବି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande