ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତିଙ୍କ ଘରେ ଇଡି ଚଢ଼ାଉ
ଗଂଜାମ, 16 ଜାନୁଆରି (ହି.ସ.) ଗଞ୍ଜାମ ଜିଲା ବିଜେଡ ଉପସଭାପତି ତଥା ଏ କ୍ଲାସ ଠିକାଦାର ହୃଷୀକେଶ ପାଢୀଙ୍କ ଶେରଗଡ ଵ୍ରହ୍ମପୁର ଗାନ୍ଧୀ ନଗର ଓ ଜୟପ୍ରକାଶ ନଗର ସ୍ଥିତ ବାସଭବନ ଉପରେ ଇଡିର ତିନୋଟି ଟିମ୍ ସକାଳ ଚାରିଟା ସମୟରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଏହି ରେଡ ହୋଇଥିଵା‌
ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତିଙ୍କ ଘରେ ଇଡି ଚଢ଼ାଉ


ଗଂଜାମ, 16 ଜାନୁଆରି (ହି.ସ.) ଗଞ୍ଜାମ ଜିଲା ବିଜେଡ ଉପସଭାପତି ତଥା ଏ କ୍ଲାସ ଠିକାଦାର ହୃଷୀକେଶ ପାଢୀଙ୍କ ଶେରଗଡ ଵ୍ରହ୍ମପୁର ଗାନ୍ଧୀ ନଗର ଓ ଜୟପ୍ରକାଶ ନଗର ସ୍ଥିତ ବାସଭବନ ଉପରେ ଇଡିର ତିନୋଟି ଟିମ୍ ସକାଳ ଚାରିଟା ସମୟରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଏହି ରେଡ ହୋଇଥିଵା‌ ଜଣାପଡିଛି। ତେବେ କେତକଣ ସଂପତ୍ତି ଜଵତ୍ ହୋଇଛି ଇଡି ସୂଚନା ଦେଇନାହାନ୍ତି। ଜିଲା ସଭାପତି ବିକ୍ରମ ପଣ୍ଡା ଜେଲରେ‌ ଥିଵା ବେଳେ ବର୍ତ୍ତମାନ ଉପସଭାପତିଙ୍କ ଘର ଉପରେ ଇଡି ଚଢାଉ କରିବା ଘଟଣା ଏକ ରାଜନୈତିକ ଆକ୍ରୋଶ ବୋଲି ଗଞ୍ଜାମ ଜିଲ୍ଲାରେ ଜନସାଧାରଣରେ ଚର୍ଚ୍ଚା ହେଉଛି୍।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande