ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
16 Jan 2026
ଭବାନୀପାଟଣା, ୧୬ ଜାନୁଆରୀ (ହି.ସ.)- ରାଜ୍ୟ ସରକାରଙ୍କ ଓରମାସ ଦ୍ୱାରା ଉତ୍ସବ ପଡ଼ିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ୧୨୭ ଗୋଟି ଷ୍ଟଲ ଖୋଲାଯାଇଛି। ସେହିପରି ମିଶନଶକ୍ତି, ନାବାର୍ଡ, ଟ୍ରାଇଫେଡ଼, ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାର, ଜିଲ୍ଲା ଜଳଛାୟା ମିଶନ ତଥା ବିଭିନ୍ନ କୃଷକ ଉତ୍ପାଦକ ସଂଘ, ଉତ୍ପା..
ଭବାନୀପାଟଣା, ୧୬ ଜାନୁଆରୀ (ହି.ସ.)- କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ମଞ୍ଚରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛଅଗୋଟି ଘୁମୁରା ଦଳ ଭାଗ ନେଇଥିଲେ। ଏଥିରେ ଜୟପାଟଣାର..
ଭବାନୀପାଟଣା, ୧୬ ଜାନୁଆରୀ (ହି.ସ.)- କଳାର ଅପୂର୍ବ କ୍ଷେତ୍ର କଳାହାଣ୍ଡି। ଏ ଜିଲ୍ଲାର ସାଧାରଣ ଲୋକଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସରଳ ହୋଇଥିଲେ ହେଁ ପରକୁ ଆପଣେଇ ନେବାରେ କଳାହାଣ୍ଡିଆମାନେ ବେଶ ମାହିର। ଥରେ ଯିଏ ଏ ମାଟିରେ ପାଦ ଥାପିଛି, ନିଜକୁ ଭୁଲିଯାଇଛି ଏଠାକାର ଜୀବନ ସ୍ରୋତରେ ନିଜକୁ ମିଶେଇ ଦେଇଛି।..
ଝାରସୁଗୁଡା, ୧୬ ଜାନୁଆରୀ (ହି.ସ.)- ଶ୍ରୀପୁରାରୁ ଠେଲକୋଲୋଇ ମଧ୍ୟରେ ଥିବା ଇଷ୍ଟକୋଷ୍ଟ ରେଲୱେ ଜମିକୁ କିଛି କମ୍ପାନୀ ବେଆଇନ ଭାବରେ ଜବରଦଖଲ କରି ବ୍ୟବହାର କରୁଛନ୍ତି। ଉକ୍ତ ଜମିକୁ ମୁକ୍ତ କରିବା ପାଇଁ ଶ୍ରୀପୁରା ଗ୍ରାମବାସୀ ସମ୍ବଲପୁର ଡିଆରଏମଙ୍କ ଉଦ୍ଦେଶ୍ୟରେ ଇଷ୍ଟକୋଷ୍ଟ ରେଲୱେର ବୃନ୍ଦାମାଲ କାର୍ଯ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha