ସୁନା ପୁର ବେଳାଭୂମି ମହୋତ୍ସବ ଘୁଞ୍ଚିଲା
ଗଞାମ, ୧୬ ଜାନୁଆରୀ (ହି.ସ.)- ଗୋପାଳପୁର ବେଳାଭୂମି ମହୋତ୍ସବର ସମୟ ଵଦଳିଵା ପରେ ସୁନା ପୁର ବେଳାଭୂମି ମହୋତ୍ସବର ଦିନ ବଦଳି ଯାଇଛି। ପୂର୍ବରୁ ଏହା ଆସନ୍ତା ୩୦ରୁ୧ ତାରିଖ ଯାଏ କରିବାକୁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ଏହାକୁ ବଦଳାଯାଇ ଆସନ୍ତା ଫେବୃୟାରୀ ୩ରୁ ୫ ତାରିଖ ଯାଏ‌ ମହୋତ୍ସଵ‌ ଅନୁଷ୍ଠିତ
ସୁନା ପୁର ବେଳାଭୂମି ମହୋତ୍ସବ ଘୁଞ୍ଚିଲା


ଗଞାମ, ୧୬ ଜାନୁଆରୀ (ହି.ସ.)- ଗୋପାଳପୁର ବେଳାଭୂମି ମହୋତ୍ସବର ସମୟ ଵଦଳିଵା ପରେ ସୁନା ପୁର ବେଳାଭୂମି ମହୋତ୍ସବର ଦିନ ବଦଳି ଯାଇଛି। ପୂର୍ବରୁ ଏହା ଆସନ୍ତା ୩୦ରୁ୧ ତାରିଖ ଯାଏ କରିବାକୁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ଏହାକୁ ବଦଳାଯାଇ ଆସନ୍ତା ଫେବୃୟାରୀ ୩ରୁ ୫ ତାରିଖ ଯାଏ‌ ମହୋତ୍ସଵ‌ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande