ଜଗନ୍ନାଥ ସାଗରରେ ୧୩ଟି ପ୍ରଜାତିର ପକ୍ଷୀ
ଜୟପୁର, ୧୯ ଜାନୁଆରି (ହି.ସ.) - ସାରା ରାଜ୍ୟରେ ପକ୍ଷୀ ଗଣତି ଚାଲିଥିବା ବେଳେ ଜୟପୁର ବନାଂଚଳ ଅଧିନରରେ ରହିଥିବା ୬ଟି ରେଞ୍ଜର ୨୭ଟି ଜଳାଶୟରେ ପକ୍ଷୀ ଚିହ୍ନଟ ସହିତ ଗଣତି ଆରମ୍ଭ ହୋଇଛି । ଏଥିରେ ଜୟପୁର ରେଞ୍ଜର ଦେବେନ୍ଦ୍ର ମାଝି ଜୟନଗର ଜଙ୍ଗଲ ଅଂଚଳରେ ରହିଥିବା ଐତିହାସିକ ଜଗନ୍ନାଥ ସାଗର ଜଳାଶୟରେ ଚ
ଜଗନ୍ନାଥ ସାଗରରେ ୧୩ଟି ପ୍ରଜାତିର ପକ୍ଷୀ


ଜୟପୁର, ୧୯ ଜାନୁଆରି (ହି.ସ.) - ସାରା ରାଜ୍ୟରେ ପକ୍ଷୀ ଗଣତି ଚାଲିଥିବା ବେଳେ ଜୟପୁର ବନାଂଚଳ ଅଧିନରରେ ରହିଥିବା ୬ଟି ରେଞ୍ଜର ୨୭ଟି ଜଳାଶୟରେ ପକ୍ଷୀ ଚିହ୍ନଟ ସହିତ ଗଣତି ଆରମ୍ଭ ହୋଇଛି । ଏଥିରେ ଜୟପୁର ରେଞ୍ଜର ଦେବେନ୍ଦ୍ର ମାଝି ଜୟନଗର ଜଙ୍ଗଲ ଅଂଚଳରେ ରହିଥିବା ଐତିହାସିକ ଜଗନ୍ନାଥ ସାଗର ଜଳାଶୟରେ ଚଳିତ ବର୍ଷ ୧୩ଟି ପ୍ରଜାତିର ପକ୍ଷୀ ବନ ବିଭାଗର ସର୍ଭେ ଦଳ ପକ୍ଷରୁ ଚିହ୍ନଟ କରିଛନ୍ତି ଓ ଏହି ଗଣତି ଏସିସିଏଫ ଡ. ଅମିତ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଜୟନଗର ଫରେଷ୍ଟର ଗୌତମ ସ୍ୱାଇଁ, ବନ ରକ୍ଷକ ଜଗନ୍ନାଥ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande