ଅଗ୍ନିକାଣ୍ଡ ପରେ ହାଟ ପରିଦର୍ଶନ କଲେ ବିଏମସି କମିଶନର
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଭୁବନେଶ୍ବର ଏକ ନମ୍ବର ହାଟରେ ଅଗ୍ନିକାଣ୍ଡ ପରେ ହାଟ ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର । ଅନୁଧ୍ୟାନ ପରେ ବିଏମସି କମିଶନର ଚଞ୍ଚଳ ରଣା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ଲାଷ୍ଟିକ ବହୁଳ ମାତ୍ରରେ ବ୍ୟବହାର କରୁଛନ୍ତି କିଛି ବ
ଚଂଚଳ ରାଣା


ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଭୁବନେଶ୍ବର

ଏକ ନମ୍ବର ହାଟରେ ଅଗ୍ନିକାଣ୍ଡ ପରେ ହାଟ ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର । ଅନୁଧ୍ୟାନ

ପରେ ବିଏମସି କମିଶନର ଚଞ୍ଚଳ ରଣା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ଲାଷ୍ଟିକ ବହୁଳ ମାତ୍ରରେ

ବ୍ୟବହାର କରୁଛନ୍ତି କିଛି ବ୍ୟବସାୟୀ । ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରିଦେଇଛନ୍ତି କିଛି

ବ୍ୟବସାୟୀ । ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି । ଏନେଇ ଡିପିଆରପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା । ପ୍ରାୟ ୨୦ କୋଟି

ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ଏସଆରସି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande