ଯୁବ ସ୍ୱାଭିମାନ ଟ୍ରଷ୍ଟ ତରଫରୁ ଆର୍ଥକ ସହାୟତା
କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ାର ଯୁବ ସ୍ୱାଭିମାନ ଟ୍ରଷ୍ଟ ତରଫରୁ ମହାକାଳପଡ଼ା ଚଢ଼େଇଗୁହା ଗ୍ରାମରେ ଗ୍ରାମର ସ୍ୱର୍ଗତ ପ୍ରମୋଦ ଦାସଙ୍କ ପରିବାର ଅସହାୟ ଅବସ୍ଥାରେ ଥିବା ଜାଣିବାକୁ ପାଇ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାରକୁ ୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କର
ଯୁବ ସ୍ୱାଭିମାନ ଟ୍ରଷ୍ଟ ତରଫରୁ ଆର୍ଥକ ସହାୟତା


କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ାର ଯୁବ ସ୍ୱାଭିମାନ ଟ୍ରଷ୍ଟ ତରଫରୁ ମହାକାଳପଡ଼ା ଚଢ଼େଇଗୁହା ଗ୍ରାମରେ ଗ୍ରାମର ସ୍ୱର୍ଗତ ପ୍ରମୋଦ ଦାସଙ୍କ ପରିବାର ଅସହାୟ ଅବସ୍ଥାରେ ଥିବା ଜାଣିବାକୁ ପାଇ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାରକୁ ୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ. ସ୍ମୃତିରଞ୍ଜନ ଜେନାଙ୍କ ସମେତ ସନତ କୁମାର ନାୟକ, ଅମରେନ୍ଦ୍ର କୁମାର ଦାସ, ବିଶ୍ୱଜିତ୍ ଜେନା, ରମେଶ ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ଦାସ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande