ତୃତୀୟ ରାଜ୍ୟ ଲନ୍ ବଳ ପ୍ରତିଯୋଗିତାରେ ସିନିୟର ପୁରୁଷ ବିଭାଗରେ ଫୌଶ ଇଭେଂଟରେ ବଲାଙ୍ଗୀର ଜ଼ିଲ୍ଲା ସ୍ୱର୍ଣ୍ଣ ପଦକ
ବଲାଙ୍ଗୀର, ୧୯ ଜାନୁଆରୀ(ହି.ସ.) – ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଚାଲିଥିବା ତୃତୀୟ ରାଜ୍ୟ ଲନ ବଳ ପ୍ରତିଯୋଗିତାରେ ସିନିୟର ପୁରୁଷ ବିଭାଗ ରେ ଫୌଶ ଇଭେଂଟରେ ବଲାଙ୍ଗୀର ଜ଼ିଲ୍ଲା ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ବଲାଙ୍ଗୀର କ୍ଲବ ରୌପ୍ୟ ପଦକ ହାସଲ କରିଥିବାବେଳେ ବ୍ରୋଂଚ ପଦକ
ତୃତୀୟ ରାଜ୍ୟ ଲନ ବଳ ପ୍ରତିଯୋଗିତାରେ ସିନିୟର ପୁରୁଷ ବିଭାଗ ରେ ଫୌଶ ଇଭେଣ୍ଟ ରେ ବଲାଙ୍ଗୀର ଜ଼ିଲ୍ଲା ସ୍ବର୍ଣ୍ଣ ପଦକ


ବଲାଙ୍ଗୀର, ୧୯ ଜାନୁଆରୀ(ହି.ସ.) – ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଚାଲିଥିବା ତୃତୀୟ ରାଜ୍ୟ ଲନ ବଳ ପ୍ରତିଯୋଗିତାରେ ସିନିୟର ପୁରୁଷ ବିଭାଗ ରେ ଫୌଶ ଇଭେଂଟରେ ବଲାଙ୍ଗୀର ଜ଼ିଲ୍ଲା ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ବଲାଙ୍ଗୀର କ୍ଲବ ରୌପ୍ୟ ପଦକ ହାସଲ କରିଥିବାବେଳେ ବ୍ରୋଂଚ ପଦକ ସୋନପୁର ଜ଼ିଲ୍ଲା ଏବଂ ଢେଙ୍କାନାଳ ହାସଲ କରିଛନ୍ତି ସିହିପରି ମହିଳା ଫୌଶ ଇଭେଂଟରେ ସମ୍ବଲପୁର ଜ଼ିଲ୍ଲା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ରୋପ୍ୟ ପଦକ ହାସଲ କରିଛନ୍ତି ବଲାଙ୍ଗୀର ଜ଼ିଲ୍ଲା ଏବଂ ବ୍ରୋଂଚ ପଦକ ଢେଙ୍କାନାଳ ଜ଼ିଲ୍ଲା ଏବଂ ବଲାଙ୍ଗୀର କ୍ଲବ ହାସଲ କରିଛନ୍ତି, ମହିଳା ସିଙ୍ଗଲ ଇଭେଂଟରେ ବଲାଙ୍ଗୀର ଜ଼ିଲ୍ଲା ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସଲ କରିଛନ୍ତି ସମ୍ବଲପୁର ଜ଼ିଲ୍ଲା ଏବଂ ବ୍ରୋଂଚ ପଦକ ହାସଲ କରିଛନ୍ତି ବୌଦ୍ଧ ଜ଼ିଲ୍ଲା ଏବଂ ବଲାଙ୍ଗୀର କ୍ଲବ ସହିପରି ପୁରୁଷ ସିଙ୍ଗଲରେ ଢେଙ୍କାନାଳ ଜ଼ିଲ୍ଲା ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୋପ୍ୟ ପଦକ ହାସଲ କରିଛନ୍ତି ସମ୍ବଲପୁର ଜ଼ିଲ୍ଲା ସେହିପରି ବଲାଙ୍ଗୀର ଜ଼ିଲ୍ଲା ଏବଂ ଭୁବନେଶ୍ୱର ଦଳ ବ୍ରୋଂଚ ପଦକ ହାସଲ କରିଛନ୍ତି ଏନେଇ ଆଜି ଖେଳାଳିମାନଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଅତିରିକ୍ତ ଏସ. ପି ଶ୍ରୀଯୁକ୍ତ ଗୁଣନିଧି ମଲ୍ଲିକ, ବଲାଙ୍ଗୀର ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲ, ପୁଇଁତଲା ତହସିଲଦାର ଗୌରବ କୁମାର ବର୍ଗେ, ଜେଆଇଟିଏମ କଲେଜ ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଦୀପ କୁମାର ଷଡ଼ଙ୍ଗୀ, ରାଜ୍ୟ ଲନ ବଳ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ, ବୁଦ୍ଧିରାଜ ବିଶ୍ୱାଳ, ପୁରେନ୍ଦ୍ରର ସେଠ, ବିଭୁତି ସ୍ୱାଇଁ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande