ପରିବେଶ ପ୍ରଦୂଷଣ ଚିନ୍ତା; ଖଣି ଅଂଚଳରେ କଡାକଡି ହେବ ଯାଂଚ
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ଖଣି ଅଂଚଳରେ ପରିବେଶ ପ୍ରଦୂଷଣ ନେଇ ସରକାରଙ୍କ ଚିନ୍ତା ବଢିଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ କହିଛନ୍ତି ଯେ ଖଣି ଅଂଚଳରେ କଡାକଡି ଯାଂଚ ହେବ। ଯାଂଚ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖଣି ଅଂଚଳରେ ପ୍ରବଳ ଧ
ୀୁରହଗ


ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ଖଣି ଅଂଚଳରେ ପରିବେଶ ପ୍ରଦୂଷଣ ନେଇ ସରକାରଙ୍କ ଚିନ୍ତା ବଢିଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ କହିଛନ୍ତି ଯେ ଖଣି ଅଂଚଳରେ କଡାକଡି ଯାଂଚ ହେବ। ଯାଂଚ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖଣି ଅଂଚଳରେ ପ୍ରବଳ ଧୂଳି ଉଡୁଥିବାରୁ ପରିବେଶ ପ୍ରଦୂଷଣ ହେଉଛି। ଟ୍ରକ ପାର୍କିଙ୍ଗ ଏବଂ ଖଣି ଗୁଡିକୁ ଆପ୍ରୋଚ ରୋଡରେ କଡାକଡି ଯାଂଚ ହେବ। ୫ ଜଣିଆ ଟିମ୍ ଯାଂଚ କରିବ। ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ବିଗତ ଦିନରେ ପଦକ୍ଷେପ ସଫଳ ହୋଇଛିଌ କଟକଣା ଯୋଗୁଁ ଏକ୍ୟୁଆଇ ଡେଂଜର ଲେବୁଲରୁ ବାହାରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande