
ବଲାଙ୍ଗୀର, ୦୫ ଜାନୁଆରୀ(ହି.ସ.) – ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର ରାଜନୀତିରୁ ଭାରତୀୟ ଜନତା ପାର୍ଟି ଏବିଭିପିରୁ ରାଜନୀତି ଆରମ୍ଭ କରିଥିଲେ। ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନୋମିନି ଦିନେଶ କୁମାର ଶର୍ମା ଭାରତ ସଂଚାର ପ୍ରଇଭେଟ ଲିମିଟେଡ ସମ୍ବଲପୁରର କମିଟିର ସଦସ୍ୟ ରୂପେ ସେ ମନୋନିତ ହୋଇଛନ୍ତି। ଦିଲ୍ଲୀ ମନ୍ତ୍ରାଳୟରୁ ସେ ମନୋନିତ ହୋଇଥିବାବେଳେ ବଲାଙ୍ଗୀର କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱ ନେଇଛନ୍ତି। ଆଗାମୀ ଦିନରେ ବିଭିନ୍ନ ବିଭାଗରେ ଦାୟିତ୍ୱ ତୁଳାଇଥିବାବେଳେ ବଲାଙ୍ଗୀର ସାଂସଦକୁ ଧନ୍ୟବାଦ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ