ଦେବ୍ରିଗଡ଼କୁ ଆସିବେ ୨ଟି ନୂଆ ବାଘ
ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ଖୁବଶୀଘ୍ର ଦେବ୍ରିଗଡ଼କୁ ୨ଟି ନୂଆ ବାଘ ଅଣାଯିବ। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ଏ:ହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯମୁନା ଏବଂ ଜିନତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ। ସେମାନେ ସୁରକ୍ଷିତ ଅଛନ୍ତି, ବଂଶବୃଦ୍ଧି ନେଇ ପ୍ରୟାସ ଜାର
ବପପକଗକଗତତଚ


ଭୁବନେଶ୍ୱର, ୦୫ ଜାନୁୟାରୀ (ହି.ସ)- ଖୁବଶୀଘ୍ର ଦେବ୍ରିଗଡ଼କୁ ୨ଟି ନୂଆ ବାଘ ଅଣାଯିବ। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ଏ:ହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯମୁନା ଏବଂ ଜିନତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ। ସେମାନେ ସୁରକ୍ଷିତ ଅଛନ୍ତି, ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି। ଜିପିଏସ ଟ୍ରାକିଂ କରାଯାଉଛି, କ୍ୟାମେରାରେ ମନିଟରିଙ୍ଗ ଜାରି ରହିଛି। ୍ର

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande