
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ବାସ୍ଥ୍ୟ
ମନ୍ତ୍ରୀ । ସରକାରୀ ଚାକିରୀ
ଯିଏ କରୁଛି ସେ ସରକାରଙ୍କ କଥା ମାନିବାକୁ ବାଧ୍ୟ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
ମହାଲିଙ୍ଗ। ସର୍ଭିସ କଣ୍ଡକ୍ଟରୁଲ ତାହା କହୁଛି। ଆମ ସରକାର ଆସିବା ପରେ
ଡାକ୍ତରଙ୍କ ଦାବି ବା ସମସ୍ୟା ଦେଖା ଦେଇନାହିଁ। ଆମ ସରକାର ଆସିବା ପରେ ଡାକ୍ତରଙ୍କ ଦାବି ପୂରଣ
ପାଇଁ ଗୋଟିଏ କମିଟି କରିଛନ୍ତି। ଆଲୋଚନା ମାଧ୍ୟମରେ ଦାବି ପୂରଣ ହୋଇପାରିବ। ନିବେଦନ କରୁଛି
ଡାକ୍ତର ଙ୍କୁ ସେମାନେ କାର୍ଯ୍ୟରେ ଯୋଗଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା