ଯାଦବ ମହାସଭା ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ ଜିଲ୍ଲା ଯାଦବ ମହାସଭା ତରଫରୁ କୋଷାଧ୍ୟକ୍ଷ ନବକିଶୋର ଦାସଙ୍କ ନେତୃତ୍ୱରେ ମହିଳା ସଭାନେତ୍ରୀ ରୀନାରାଣୀ ଦାସ, ଜିଲ୍ଲା ଉପ ସଭାପତି ଜଗନ୍ନାଥ ଦାସ ପ୍ରମୁଖ ବିଧାୟକଙ୍କୁ ଭେଟି ସମ୍ବର୍ଦ୍ଧନା ଦେବାସହ ଯାଦବ ମହାସଭାର ବି
ଯାଦବ ମହାସଭା ତରଫରୁ  ବିଧାୟକଙ୍କୁ ସମ୍ବର୍ନ୍ଧନା


କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ ଜିଲ୍ଲା ଯାଦବ ମହାସଭା ତରଫରୁ କୋଷାଧ୍ୟକ୍ଷ ନବକିଶୋର ଦାସଙ୍କ ନେତୃତ୍ୱରେ ମହିଳା ସଭାନେତ୍ରୀ ରୀନାରାଣୀ ଦାସ, ଜିଲ୍ଲା ଉପ ସଭାପତି ଜଗନ୍ନାଥ ଦାସ ପ୍ରମୁଖ ବିଧାୟକଙ୍କୁ ଭେଟି ସମ୍ବର୍ଦ୍ଧନା ଦେବାସହ ଯାଦବ ମହାସଭାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ବେହେରା ଏହି ନେତୃମଣ୍ଡଳୀକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande