ପ୍ରମିଳାଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବୈଠକ
ଭୁବନେଶ୍ୱର, 05 ଜାନୁଆରି (ହି.ସ.)- ପ୍ରମିଳାଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି । ଯାଜପୁରକୁ ନେଇ ବଡ଼ ବୈଠକ ବସିଥିଲା। ପ୍ରମିଳାଙ୍କ ସରକାରୀ ବଡଭବନରେ ଏକାଠି ହୋଇଥିଲେ ପ୍ରଣବ ପ୍ରକାଶ ଦାସ । ଯାଜପୁର ନେତାଙ୍କ ବୈଠକକୁ ନେଇ ପ୍ରଶ୍ନରେ ପ୍ରମିଳା ପ୍ରତିକ୍
ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 05 ଜାନୁଆରି (ହି.ସ.)-

ପ୍ରମିଳାଙ୍କ ଘରେ

ଯାଜପୁର ବିଜେଡି ନେତାଙ୍କ ମେଳି । ଯାଜପୁରକୁ ନେଇ ବଡ଼ ବୈଠକ ବସିଥିଲା। ପ୍ରମିଳାଙ୍କ ସରକାରୀ ବଡଭବନରେ ଏକାଠି ହୋଇଥିଲେ ପ୍ରଣବ

ପ୍ରକାଶ ଦାସ ।

ଯାଜପୁର ନେତାଙ୍କ

ବୈଠକକୁ ନେଇ ପ୍ରଶ୍ନରେ ପ୍ରମିଳା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତ ଯେ, ମେଳି କଣ ଓ

କାହିଁକି କଦର୍ଯ୍ୟ ରୂପ ଦେଉଛ । ଯାଜପୁର ଜିଲ୍ଲା

ସଂଗଠନ ବାବଦରେ ଆଲୋଚନା ପାଇଁ ଏକାଠି ହୋଇଥିଲୁ । ଜିଲ୍ଲା ସଂଗଠନ ସୁଦୃଢ଼ କରିବାକୁ ଆଲୋଚନା କଲୁ, ଏଥିରେ ଅସୁବିଧା କଣ ।

ଅନ୍ୟପଟେ କୋରେଇର

ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷ ଟାର୍ଗେଟ୍‌ କରିଛନ୍ତି ବବି ଦାସ । ସେ କହିଛନ୍ତି ଯେ, ସୁଯୋଗ

ପାଇ ସାରିବା ପରେ କୋରେଇକୁ ଛାଡ଼ି ପଳାଇଛନ୍ତି । ଏହା ଏପରି ଦ୍ବନ୍ଦ୍ବ ସୃଷ୍ଟି କରିଛି, ଯଦ୍ବାରା ଅବିଶ୍ବାସର ବାତାବରଣ ବଢ଼ି ଯାଇଛି । ଅବିଶ୍ବାସର ବାତାବରଣ ଭାଙ୍ଗିବା ପାଇଁ ଆମେ

ଏଭଳି ଏକାଠି ହେବୁ । ବ୍ୟାସନଗର ପୌରାଞ୍ଚଳର ଯୋଡ଼ାବର ବନ୍ଧୁମିଳନରେ ଏପରି କହିଛନ୍ତି ବବି ।୧୫/୧୭

ବର୍ଷ ଭିତରେ ପ୍ରିତି ଘଡ଼ାଇ, ଆକାଶ, ଅଶୋକ ବଳ ନିର୍ବାଚିତ ହୋଇଥିଲେ ।

ବିଧାୟକ ବିଶ୍ୱ

ରଞ୍ଜନ ମଲ୍ଲିକ ଏବଂ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ମଧ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande