ବ୍ରହ୍ମପୁର ମା ମହାମାୟୀ ମହିଳା କଲେଜରେ ଉତ୍ତେଜନା
ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ଵ୍ରହ୍ମପୁର ମା'' ମହାମାୟୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନକୁ ନେଇ ବିଜୁ ଛାତ୍ର ଜନତା ସଂଗଠନ ଓ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ଛାତ୍ରୀଙ୍କ ମଧ୍ଧରେ ଅପରାହ୍ନ ତିନିଟା ଵେଳେ ଉତ୍ତେଜନା ସୃଷ୍ଟି ହୋଇ ମାଡପିଟ ଓ କାର ଭଙ୍ଗାରୁଜା ହୋଇଛି। ପାଣି ଓ ଖାଦ୍ୟ ବଣ୍ଟନକୁ କେ
ବ୍ରହ୍ମପୁର ମା ମହାମାୟୀ ମହିଳା କଲେଜରେ ଉତ୍ତେଜନା


ଗଞ୍ଜାମ, ୧୫ ଅକ୍ଟୋବର (ହି.ସ.)- ଵ୍ରହ୍ମପୁର ମା' ମହାମାୟୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନକୁ ନେଇ ବିଜୁ ଛାତ୍ର ଜନତା ସଂଗଠନ ଓ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ଛାତ୍ରୀଙ୍କ ମଧ୍ଧରେ ଅପରାହ୍ନ ତିନିଟା ଵେଳେ ଉତ୍ତେଜନା ସୃଷ୍ଟି ହୋଇ ମାଡପିଟ ଓ କାର ଭଙ୍ଗାରୁଜା ହୋଇଛି। ପାଣି ଓ ଖାଦ୍ୟ ବଣ୍ଟନକୁ କେନ୍ଦ୍ର କରି କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଘଟଣାରେ ପୁଲିସ ଦୁଇ ଜଣ ଅଣ ଛାତ୍ରଙ୍କୁ ନେଇ ଅଧିକ ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande