କଳାହାଣ୍ଡିର ଯୁବ ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- କଳାହାଣ୍ଡିର ଯୁବ ଲେଖକ ତଥା ଗବେଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ କଲଚରାଲ କନେକ୍ସନ୍ ଏକ୍ରୋସ ଦ ଗ୍ଲୋବ୍'' ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବା ପାଇଁ ଆମନ୍ତ୍ରିତ ହୋଇଥିବାରୁ ସାଂସଦ ତଥା ପୂର୍ବତନ କେନ୍ଦ୍
hfjn


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- କଳାହାଣ୍ଡିର ଯୁବ ଲେଖକ ତଥା ଗବେଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ କଲଚରାଲ କନେକ୍ସନ୍ ଏକ୍ରୋସ ଦ ଗ୍ଲୋବ୍' ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବା ପାଇଁ ଆମନ୍ତ୍ରିତ ହୋଇଥିବାରୁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମର ପ୍ରାଚୀନ କଳିଙ୍ଗର ସାଧବମାନଙ୍କ ଗୌରବମୟ ନୌବାଣିଜ୍ୟ ଇତିହାସ ଏବଂ ସଂସ୍କୃତିକୁ ପ୍ରଚାର ପ୍ରସାର କରାଇବାରେ ତାଙ୍କର ପ୍ରୟାସ ଯୁବ ପ୍ରତିଭାମାନଙ୍କୁ ପ୍ରେରିତ କରିବ ବୋଲି ସାଂସଦ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande