ନବୀନଙ୍କୁ ପ୍ରଭାତୀଙ୍କ ଜବାବ୍ : ଜେନ୍ -ଜିଙ୍କ ପାଇଁ ଏତେ ଚିନ୍ତା ଛାତ୍ର ନିର୍ବାଚନ କରୁନଥିଲେ କାହିଁକି
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନକୁ ନେଇ ବବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ ର ଜବାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତି ଏବିଭିପି ସବୁ ଆଡ଼େ ବିଜୟ ଲାଭ କଲା ଏବଂ ବିସିଜେଡି ଦ୍ୱିତୀୟରେ ରହିଲା। କିନ୍ତୁ ନବୀନ ଯଦି ବୁଝୁଛନ୍ତି ବିସିଜେଡି
pravati parida


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନକୁ ନେଇ ବବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ ର ଜବାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତି ଏବିଭିପି ସବୁ ଆଡ଼େ ବିଜୟ ଲାଭ କଲା ଏବଂ ବିସିଜେଡି ଦ୍ୱିତୀୟରେ ରହିଲା। କିନ୍ତୁ ନବୀନ ଯଦି ବୁଝୁଛନ୍ତି ବିସିଜେଡି ଆଗରେ ଆମର କିଛି କହିବାର ନାହିଁ। ଯଦି ଜେନ୍ -ଜିଙ୍କ ପାଇଁ ଏତେ ଚିନ୍ତା ତେବେ ଛାତ୍ର ନିର୍ବାଚନ କରୁନଥିଲେ କାହିଁକି। ଆମେ ପ୍ରତିଶ୍ରୁତି ଦେଇଥିଲୁ, ଶୃଙ୍ଖଳାର ସହିତ ନିର୍ବାଚନ ସରିଲା। ଆମେ ନୂଆ ନେତୃତ୍ୱ ପାଇଁ ବାଟ ଫିଟାଇଲୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande