ଅଣଛାତ୍ରଙ୍କ ବିରୋଧରେ ଏଫଆଇଆର ହେଲେ ସିସିଟିଭି ଯାଂଚ କରି କାର୍ଯ୍ୟାନୁଷ୍ଠାନ ନେବୁ - ଡିଜିପି
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଶାନ୍ତି ଶୃଙ୍ଖଳାର ସହ କଲେଜ ନିର୍ବାଚନ ଶେଷ ହୋଇଛି ବୋଲି କହିଛନ୍ତି ପୋଲିସ୍ ଡିଜି ବିନୟତୋଷ ମିଶ୍ର। ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି ଯେ କାଁ ଭାଁ ଛୋଟ ଘଟଣାକୁ ଛାଡ଼ିଦେଲେ ସବୁଠି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସରିଛି। ହ
ଅଣଛାତ୍ରଙ୍କ ବିରୋଧରେ ଏଫଆଇଆର ହେଲେ ସିସିଟିଭି ଯାଂଚ କରି କାର୍ଯ୍ୟାନୁଷ୍ଠାନ ନେବୁ - ଡିଜିପି


ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଶାନ୍ତି ଶୃଙ୍ଖଳାର ସହ କଲେଜ ନିର୍ବାଚନ ଶେଷ ହୋଇଛି ବୋଲି କହିଛନ୍ତି ପୋଲିସ୍ ଡିଜି ବିନୟତୋଷ ମିଶ୍ର। ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି ଯେ କାଁ ଭାଁ ଛୋଟ ଘଟଣାକୁ ଛାଡ଼ିଦେଲେ ସବୁଠି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସରିଛି। ହିଂସା ମୁକ୍ତ ଓ ବାହାର ତତ୍ୱକୁ କ୍ୟାମ୍ପସରେ ପ୍ରବେଶ ନ କରାଇବା ଲକ୍ଷ୍ୟ ଥିଲା। ଯେଉଁଥରେ ଆମେ ସଫଳ ହୋଇଛୁ । ଅଣଛାତ୍ରଙ୍କ ବିରୋଧରେ ଏଫଆଇଆର ହେଲେ ସିସିଟିଭି ଯାଂଚ କରି କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande